ଯେଉଁ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ମୁକ୍ତ ଯୁକ୍ତାୟନ ଏବଂ ବିଯୁକ୍ତାୟନ ସୃଷ୍ଟି କରେ, ସେମାନଙ୍କ ସଙ୍କେତ (Formula) ର ଦକ୍ଷିଣ ପାର୍ଶ୍ବରେ ‘ଆକ୍’ (aq) ଲେଖାଯାଏ । aq. ର ପୂରା ଶବ୍ଦ ହେଲା aqueous ଅର୍ଥାତ୍ ଜଳୀୟ । କୌଣସି ରାସାୟନିକ ସଙ୍କେତ ପାଖରେ (aq) ଲେଖାଥିଲେ, ମନେକରିବାକୁ ହେବ ଯେ ସେହି ପଦାର୍ଥଟି ଜଳରେ ଦ୍ରବଣୀୟ ଏବଂ ତାହାର ଆୟନୀକରଣ (ionisation) ଘଟି ଯୁକ୍ତାୟନ ଏବଂ

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ