ଆୟନୀୟ ଯୌଗିକର ସଂକେତ ଲିଖନ ଭଳି ସହସଂଯୋଜ୍ୟ ଯୌଗିକମାନଙ୍କ ପାଇଁ କ୍ରସଓଭର ନିୟମ ବ୍ୟବହାର କରାଯାଏନାହିଁ । ଏହାର ନିୟମ ସତନ୍ତ୍ର । ବାମ ପଟେ କମ୍ ବିଦ୍ୟୁତବିଯୁକ୍ତାତ୍ମକ ମୌଳିକ (less electronegative) ଲେଖାଯାଏ ଓ ଡାହାଣ ପଟେ ଅଧୁକ ବିଦ୍ୟୁତବିଯୁକ୍ତାତ୍ମକ ମୌଳିକ (more electronegative) ଲେଖାଯାଏ । ପ୍ରତି ମୌଳିକର ପରମାଣୁ ସଂଖ୍ୟାକୁ ଡ଼ାଇ-di (2), ଟ୍ରାଇ - tri (3), ଟେଟ୍ରା - tetra (4),

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ