ପରମାଣୁମାନଙ୍କର ପରସ୍ପର ସହ ମିଳିତ ହେବାର ସାମର୍ଥ (combining capacity) କୁ ଯେଉଁ ଶବ୍ଦ ଦ୍ଵାରା ପ୍ରକାଶ କରାଯାଏ ତାହାକୁ କୁହାଯାଏ ଯୋଜ୍ୟତା (Valency) I ###ପୂରାତନ ସଂଜ୍ଞା: ମୌଳିକର ଗୋଟିଏ ପରମାଣୁ ଯେତୋଟି ହାଇଡ୍ରୋଜେନ ପରମାଣୁ ବା ହାଇଡ୍ରୋଜେନ ଭଳି ଏକ-ଯୋଜ୍ୟତା ବିଶିଷ୍ଟ ଅନ୍ୟ ଯେ କୌଣସି ମୌଳିକ ପରମାଣୁ ସହିତ ରାସାୟନିକ ବନ୍ଧ ଗଠନ କରିପାରେ ତାହାକୁ ମୌଳିକର ଯୋଜ୍ୟତା କହନ୍ତି । ଗୋଟିଏ କ୍ଲୋରିନ୍ (CI) ପରମାଣୁ

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ