ଗୋଟିଏ ପରମାଣୁ ବା ରାଡ଼ିକାଲ, ଏକ ଯୌଗିକ ଅଣୁ ଗଠନବେଳେ ଯେତୋଟି ଇଲେକଟ୍ରନ୍ ହରାଇ ଥାଏ (loses) କିମ୍ବା ଲାଭ କରିଥାଏ (gains) କିମ୍ବା ଅନ୍ୟ ପରମାଣୁ ସହିତ ସହଭାଜନ(share) କରିଥାଏ, ତାହାକୁ ତାହାର ଯୋଜ୍ୟତା କହନ୍ତି । ତେଣୁ ଯୋଜ୍ୟତା ଦୁଇପ୍ରକାରର: ବିଦ୍ୟୁଯୋଜ୍ୟତା ଓ ସହଯୋଜ୍ୟତା । ###ବିଦ୍ୟୁଯୋଜ୍ୟତା (Electrovalency): ଗୋଟିଏ ପରମାଣୁ ବା ମୂଳକ ଯେତୋଟି ଇଲେକଟ୍ରନ୍ ହରାଇଥାଏ (କ୍ଷାରୀୟ ମୂଳକ) କିମ୍ବା ଲାଭ କରିଥାଏ

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ