ଏକ ସାହଯୋଜୀ ବା ସହସଂଯୋଜ୍ୟ ଅଣୁ (ଉ. H~2~O) କିମ୍ବା ଆୟନରେ (ଉ. SO~4~^2-^) (covalent molecule or ion) ଗୋଟିଏ ପରମାଣୁ ନିଜର ଯେତୋଟି ଇଲେକଟ୍ରନ୍ ଅନ୍ୟ ପରମାଣୁ ସହିତ ସହଭାଜନ (share) କରିଥାଏ, ତାହାକୁ ତାହାର ସହଯୋଜ୍ୟତା କୁହାଯାଏ । ![Covalency](https://www.phytoon.com/pub/assets/2021/07/09/4.jpg) ଗୋଟିଏ ଜଳ ଅଣୁରେ ଗୋଟିଏ O ଏବଂ ଦୁଇଟି H ପରମାଣୁ ମାନଙ୍କ ମଧ୍ୟରେ ଦୁଇଟି ସହସଂଯୋଜ୍ୟ( ସହଯୋଜୀ) ବନ୍ଧ ଅଛି । ପ୍ରତ୍ୟେକ ବନ୍ଧରେ

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ