କିଛି ରାସାୟନିକ ପଦାର୍ଥମାନଙ୍କ (ଯୌଗିକ ଏବଂ ମୌଳିକ) ମଧ୍ୟରେ ପ୍ରତିକ୍ରିୟା ଘଟି ସେମାନଙ୍କର ରୂପାନ୍ତରଣ ହୋଇଥାଏ ଓ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ । ଯେଉଁମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଘଟେ ସେମାନଙ୍କୁ ପ୍ରତିକାରକ (Reactants) ଓ ପ୍ରତିକ୍ରିୟା ଘଟିସାରିଲା ପରେ ଯେଉଁ ନୂତନ ପଦାର୍ଥ ସୃଷ୍ଟି ହୁଏ, ତାହାକୁ ଉତ୍ପାଦ (Products) କୁହାଯାଏ । ରାସାୟନିକ ସମୀକରଣ ମାଧ୍ୟମରେ ପ୍ରତିକ୍ରିୟାକୁ ଆମେ ସହଜରେ ଜାଣିପାରିଥାଉ । ପ୍ରତିକାରକମାନଙ୍କର ସଂକେତ/ପ୍ରତୀକ

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ