ମୌଳିକମାନଙ୍କର ପ୍ରତୀକ ସହାୟତାରେ ଏକ ଯୌଗିକ କିମ୍ବା ମୌଳକିର ଗୋଟିଏ ରାସାୟନିକ ଏକକ କିମ୍ବା ଅଣୁକୁ ଏକ ରାସାୟନିକ ସଂକେତ ଦ୍ଵାରା ପ୍ରକାଶ କରାଯାଏ । ସଂକେତରେ ଏକାଧିକ ପରମାଣୁ ରହିଥାନ୍ତି । ଏହା ଦୁଇ ପ୍ରକାରର । ####(A) ଆନୁଭବିକ ସଂକେତ (Empirical formula): ଏହା ମୌଳିକ ପରମାଣୁ ବା ମୂଳକମାନଙ୍କର ସରଳତମ ଅନୁପାତକୁ ଦର୍ଶାଇ ଥାଏ । ଆୟନୀୟ ପଦାର୍ଥ (ionic compounds)ମାନଙ୍କର ସଂକେତ ହେଲା ଆନୁଭବିକ ସଂକେତ,

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ