କାଳକ୍ରମେ ଯେତେବେଳେ ଜଟିଳ ଯୌଗିକ ପଦାର୍ଥରେ (2ଟିରୁ ଅଧିକ ସଂଖ୍ୟକ ମୌଳିକ ଥିବା) ମୌଳିକ ମାନଙ୍କର ଯୋଜ୍ୟତା ନିରୂପଣ କରିବାକୁ ପଡ଼ିଲା, ସେତେବେଳେ ଆଉ ଏକ ନୂତନ ଶବ୍ଦର ଉତ୍ପତ୍ତି ହେଲା, ତାହା ହେଲା “ମୂଳକ" ବା radical । ଏହା ଆୟନୀୟ ଯୌଗିକ ପାଇଁ ବ୍ୟବହୃତ ହୋଇଥାଏ । ଗୋଟିଏ ଆୟନୀୟ ଯୌଗିକ (ionic compound) ଅଣୁରେ ଦୁଇଟି ମୂଳକ ଥାଏ । (a) କ୍ଷାରୀୟ ମୂଳକ (basic radical)

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ