###ଅମ୍ଳ ବା ଏସିଡ଼: ଯେଉଁ ପଦାର୍ଥ ଜଳରେ ଦ୍ରବୀଭୂତ ହେଲେ ହାଇଡ୍ରୋଜେନ୍ ଆୟନ୍ (hydrogen ion) ଅଥବା H^+^ ସୃଷ୍ଟି ହୋଇଥାଏ, ତାକୁ ଆମେ ଏସିଡ୍ କହିଥାଉ। ଅବଶ୍ୟ ତୁମେ ଜାଣିଛ ଯେ, ଜଳରେ H^+^ ଆୟନ ମୁକ୍ତ ଅବସ୍ଥାରେ ନରହି, H~3~O^+^ (ହାଇଡ୍ରୋନିୟମ୍ ଆୟନ) ଅବସ୍ଥାରେ ଥାଏ । ଗୋଟିଏ ଏସିଡ଼ ଅଣୁ ସର୍ବାଧିକ ଯେତୋଟି H^+^ ଆୟନ ସୃଷ୍ଟି କରିପାରେ, ତାହାକୁ ଏସିଡର କ୍ଷାରକୀୟତା (basicity of the

ଆମେ ଆଶା କରୁଛୁ ଆପଣ ପଢିବାକୁ ଉପଭୋଗ କରୁଛନ୍ତି

ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ