ପ୍ରହ୍ଲାଦ ଶତପଥି

ଖୋଲା ଆଖିରେ ଆଜିକାଲି ଦିଶୁନି ମା
ଓଡିଆ
ଆସନ୍ତା କାଲି ବଡି ଭୋରରୁ ଯିବି ପାଖ ପାହାଡ଼ ପାଖକୁ ଓ ଖୁବ ଜୋରରେ ପାଟି କରିବି ମୋ ଆର୍ତ୍ତି ଶୁଣି ଦି' ଭାଗ ହେବ ମାଟି
ତାରା, ମୁଁ ଓ ଜହ୍ନ
ଓଡିଆ
ଏ କବିତା ଅନେକ ଚିତ୍ରର ଏକ କରୁଣ ନାଟକ । ଶବ୍ଦରେ ଏଠି ଭିଜା ଭିଜା କାରୁଣ୍ୟ ଓ କରୁଣା । ଏ କବିତା, ଆମ ସମୟକୁ
ଶବ୍ଦର ଜରାୟୁ
ଓଡିଆ
କବିତାର ଜନ୍ମ ଓ ଜୀବନ କବି ଲାଗି ସବୁବେଳେ ଏକ ରହସ୍ୟମୟ ଆକର୍ଷଣ । ଏ କବିତା ସେ ରହସ୍ୟର ଆଭ୍ୟନ୍ତରକୁ ଯାତ୍ରା ।
ଜମା ଲେଖି ପାରିଲିନି
ଓଡିଆ
ସବୁକିଛି କବିତା ହୋଇପାରେ, ହେଲେ ସବୁ କବିତାର ସୀମା ନିର୍ଦ୍ଧାରିତ । କବିତାର ବିଷୟବସ୍ତୁ ଓ କବିର ଆବେଗ ଭିତରେ ଏକ ମନୋରମ ସଙ୍ଘାତର ଏ କବିତା
ଜୁଇର ରଡ ନିଆଁ
ଓଡିଆ
ନିଆଁର ବହୁ ରୂପ, ବହୁ ଅବସ୍ଥା । କବିତାରେ ଏ ନିଆଁ ମୁଖାଗ୍ନି ରୁ ଆତ୍ମାର ଦହନ ଭାବେ ରୂପାନ୍ତରିତ ହେଉଛି । ପ୍ରହ୍ଲାଦ ଶତପଥିଙ୍କ କବିତା
ଶବ୍ଦରେ ମୁଁ ନିଃଶବ୍ଦ
ଓଡିଆ
ପ୍ରହ୍ଳାଦ ଶତପଥିଙ୍କ କବିତାରେ ଭାବ ଓ ଅର୍ଥର ଏକ ବିଚିତ୍ର ସିମ୍ଫୋନି ରହିଥାଏ । ଶବ୍ଦ ତାଙ୍କ କବିତାରେ ଏକ ରହସ୍ୟମୟ କୁହୁକ ନିର୍ମାଣ କରୁଥାଏ ।