ବିରଜା ବଳ

ସମକାଳର ପ୍ରତିଷ୍ଠିତ କବି
ଭାଗବତ ଟୁଙ୍ଗୀ
ଓଡିଆ
ଅସ୍ତିତ୍ଵ ସହିତ ଉଜୁଡି ପଡୁଥିବା ପରମ୍ପରାର ସଙ୍କେତ ଏ କବିତାରେ ।
ଓଃ, ପ୍ରଜାପତି
ଓଡିଆ
ପ୍ରଜାପତି ପାଇଁ ଦୁଃଖ କରନାହିଁ ବଂଧୁମାନେ - ଆମ ସମୟର କବିତାରେ ଏ କବିତା ସବୁଠୁ ସୂକ୍ଷ୍ମ ରାଜନୈତିକ ଶ୍ଲେଷର ଇସ୍ତାହାର ।
ବସ୍ତୁତନ୍ତ୍ର
ଓଡିଆ
ଏକଥା ସତ ଯେ, ପୃଥିବୀ ବାହାରେ କାରକ ବୋଲି କିଛି ନଥାଏ - ତେବେ ଯାହା ନଥାଏ ତାକୁ କବିତା ନିର୍ମାଣ କରେ । ମୁକ୍ତି ନିର୍ମାଣର
ଲୋକତନ୍ତ୍ରର ମାଟିଘୋଡା
ଓଡିଆ
ଗାନ୍ଧୀଙ୍କର ଦେଶରେ ଗଣତନ୍ତ୍ର କେବଳ ଏକ ମାଟିଘୋଡା - ଏକ ମର୍ମଭେଦୀ ବିଷାଦ ଓ ହାଡଥରା ପ୍ରତିବାଦର କବିତା ।
କ୍ଷେତ ବିମର୍ଶ
ଓଡିଆ
ବିରଜା ବଳ, ଓଡିଆ କବିତାର ଏକ ବିକଳ୍ପ ଧାରାର କବି । ତାଙ୍କ କବିତାରେ କଳାତ୍ମକ ପ୍ରୟୋଗ ଯେତିକି ଶାଣିତ ନୂଆ ଭାବ ସଞ୍ଚାରରେ ସେ ସେତିକି