ଭାସ୍ଵତୀ ବସୁ

ଓଡିଶାର ପ୍ରଖ୍ୟାତ ଅଭିନେତ୍ରୀ ଓ ଲେଖିକା
ଇଚ୍ଛାମୃତ୍ୟୁ
ଓଡିଆ
ଇଚ୍ଛାର ସାମ୍ରାଜ୍ୟରେ ରାଜରାଜେଶ୍ଵରୀ ହେବାର କଳ୍ପନା ତୀବ୍ରତର ନ ହେଲେ ଏମିତି କବିତା ସମ୍ଭବ ନୁହେଁ । ଭାବ ଓ ଶୈଳୀ ଦୃଷ୍ଟିରୁ ଏ କବିତା ଏକ
ନିବୃତ୍ତି
ଓଡିଆ
ନିବୃତ୍ତି ଭିତରେ ପ୍ରବୃତ୍ତିର ବିରୋଧାଭାସୀ ଅନ୍ତଃସ୍ଵର ଏ କବିତାରେ ରହି ରହିକା ପାଠକକୁ ବ୍ଯାକୁଳ କରିବ ।
ଚଢ଼େଇ ଚଢ଼େଇଆଣୀ ଗୀତ
ଓଡିଆ
ଚଢ଼େଇଆଣୀ ଡେଣାରେ ଆଉ ପର ନଥିଲା - ଡେଣା ଓ ଆକାଶ ଭିତରେ ମୁକ୍ତିର ଏ ସରଳତମ କବିତା ।
ସ୍ବର୍ଣ୍ଣବାଲାଙ୍କ ପରିବାର
ଓଡିଆ
ସ୍ଵର୍ଣ୍ଣବାଲା, କେବଳ ଏକ ନାଁ ନୁହେଁ, ଆମ ସମୟର ସେ ଏକ ବୟସ୍କ ଚିତ୍ର । ଜୀବନର ଜଟିଳ ଜ୍ୟାମିତିରେ ସ୍ଵର୍ଣ୍ଣବାଲାଙ୍କ ଜୀବନର ଅଳୀକ ପ୍ରତିଶ୍ରୁତି ।
କାୟାକଳ୍ପ
ଓଡିଆ
ପ୍ରେମର ଏ ବିଚିତ୍ର କାୟାକଳ୍ପ, ଏକ ଆରେକ ଭଳି, ହେଲେ ପରସ୍ପରଠୁ ଭିନ୍ନ । ଏକ ରହସ୍ୟଜାଲର ପ୍ରେମକବିତା ।
ପ୍ରେମଶୋଧ
ଓଡିଆ
ପରିବା କାଟିଲା ବେଳେ ଆଙ୍ଗୁଠି କଟିଲା ତରବରରେ ଚୁଚୁମି ଦେଲି ରକ୍ତ ଚଟାଣ ଛୁଇଁଲେ କାଳେ ରକ୍ତବୀଜ ହବ ! ମୋ ପାଇଁ ଗୋଟିଏ ଛାଇ ଯଥେଷ୍ଟ