ଗୀତଗୁଚ୍ଛ

ବାସୁଦେବ ରଥଙ୍କ ଦ୍ୱାରା ଲିଖିତ କବିତାର ପୁରାତନ ଭାରତୀୟ ସଂସ୍କୃତି, ଭକ୍ତିର ପରମ୍ପରା ଏବଂ ପ୍ରକୃତିକୁ ସମୃଦ୍ଧ ଅଭିବ୍ୟକ୍ତି ସହିତ ପାଳନ କରିଥାଏ। କବିତାର ଏହି ସେଟ୍ ଓଡିଆ ସାହିତ୍ୟର ଏକ ଅପରିହାର୍ଯ୍ୟ ଧନ ହୋଇ ରହିବ |

ସୂଚୀପତ୍ର

1
ସଙ୍ଗୀତ ଗାନେ ପଞ୍ଚମ ତାନେ
ସଙ୍ଗୀତ ଓ ଓଡିଆ ସଂସ୍କୃତିର ଏକ କାବ୍ୟିକ ରସାୟନ ଏ କବିତା । ଗୀତ ସହିତ ଖାଦ୍ୟ ପରମ୍ପରାର ଏକ ଚମକପ୍ରଦ କାବ୍ୟରୂପ ।
Last updated on: Apr 26, 2021
2
ସରୋଜିନୀ ଗୋ
ଅନୁରାଗର ଏକ ଦିବ୍ୟ ଛନ୍ଦ ରହିଛି ଏ କବିତାରେ । ବିରହ ଇ ଅନୁରାଗର ସିଦ୍ଧି ।
Last updated on: Apr 26, 2021
3
(ବନ୍ଧୁ ହେ) ମଉଳା କୁସୁମ ପରି
ଉତ୍କଣ୍ଠା ଓ ପ୍ରତୀକ୍ଷାର ଏକ କୋମଳ କାବ୍ୟସ୍ଵର । ଏ କବିତାରେ ଅସୀମ ଅପେକ୍ଷା ଇ ପ୍ରେମର ଚରମ ସିଦ୍ଧି ।
Last updated on: Jun 11, 2021
4
ନଈ କୂଳେ ପରିଚୟ ତାର
ମିଳନରାଗର ଏ କବିତା । ଏଠି ନାୟକ-ନାୟିକାଙ୍କର ଅନୁରାଗ ମିଳନର ଆନନ୍ଦରେ ରୂପାନ୍ତରିତ ହେଉଛି ।
Last updated on: Jun 11, 2021
5
ମିଳନ ରେଖା
ଆଶାବାଦର ଏ ସରଳ କବିତା । କବିତାର କୋମଳ ଭାଷାରେ ଆଶା ଓ ପ୍ରେମର ବିରଳ ଉଛ୍ୱାସ ।
Last updated on: Jun 11, 2021
6
ବାରିଦେ ଦାମିନୀ ମଜ୍ଜାଇଲା ପରି
ବର୍ଷା ସବୁବେଳେ ପ୍ରେମର ପ୍ରେରଣା । ବର୍ଷା ଋତୁରେ ନାୟକ ଭାବନାର ଏ କବିତା ।
Last updated on: Jun 11, 2021
7
ସେ ମୋ ଆଶା ଗଗନ ତାରକା
ଆଶାକୁ ନେଇ ମାଳ ଉପମାର ଏ କବିତା । ଆଶାର ବହୁ ଚିତ୍ର ଏ କବିତାରେ ।
Last updated on: Jun 11, 2021
8
ହୃଦ ଗଗନ ତାରକା
ପ୍ରେମକୁ ଦିବ୍ୟ ଭକ୍ତିରେ ରୂପାନ୍ତରିତ କରୁଥିବା ଏ କବିତା, ପ୍ରେମ ଓ ଈଶ୍ଵରଙ୍କୁ ଗୋଟିଏ ବିନ୍ଦୁରେ ସମାହିତ କରୁଛି ।
Last updated on: Jun 12, 2021
9
ଦିଅଗୋ ସଜାଇ ମା’ ଦିଅଗୋ ସଜାଇ
ବାତ୍ସଲ୍ୟ ସ୍ନେହର ଏ ମର୍ମସ୍ପର୍ଶୀ କବିତା । ମାତା ଯଶୋଦାଙ୍କୁ କୃଷ୍ଣଙ୍କର ମମତାଭରା ଅନୁରୋଧର ଏ କବିତା ।
Last updated on: Jun 12, 2021
10
ନ ଯାଆରେ କାହ୍ନା ଘେନ ମୋର ମନା
ଯଶୋଦାଙ୍କର ମାତୃ ହୃଦୟର ଆକୁଳତା ଓ କୃଷ୍ଣଙ୍କୁ ନିଜ ମମତାରେ ବାନ୍ଧି ରଖିବାର ମଧୁର ବ୍ୟାକୁଳତାକୁ ନେଇ ଏ କବିତା ।
Last updated on: Jun 12, 2021