ଫିରଦୌସି ତବସ୍ସୁମ

ତ୍ୟାଗ ଓ ବଳିଦାନର ପର୍ବ: ଇଦ୍-ଉଲ୍-ଜୁହା
ଓଡିଆ
ଇସଲାମର ପବିତ୍ର ପାର୍ବଣ ଇଦ୍-ଉଲ୍-ଜୁହାର ଏକ ମାନବୀୟ ବିଶ୍ଳେଷଣ । ସର୍ବ ଧର୍ମ ସମଭାବ ଓ ଅହିଂସାକୁ ସବୁ ଧର୍ମର ମୂଳ ଭାବରେ ଗ୍ରହଣ କରିବାର ସନ୍ଦେଶ