ଡାକ୍ତର ପ୍ରତ୍ୟୁଷ ମିଶ୍ର

ଅଟକିଯିବା
ଓଡିଆ
ଅଟକିଯିବା କେବଳ ଏକ କ୍ରିୟା ନୁହେଁ, ଏହା ଗୋଟେ ଦାର୍ଶନିକ ପ୍ରକ୍ରିୟା । ଅଟକିଯିବାର ଅର୍ଥ ଓ ଅର୍ଥାନ୍ତରକୁ ନେଇ ଏ କବିତା ।